Добро пожаловать
Вход / Регистрация

Women Protest To Ban Illegal Liquor Trade in Odisha's Ganjam | NandighoshaTV

Спасибо! Поделитесь с друзьями!

URL

Вам не понравилось видео. Спасибо за то что поделились своим мнением!

К сожалению, только зарегистрированные пользователи могут создавать списки воспроизведения.
URL


Добавлено Мобильная торговля

Women Protest To Ban Illegal Liquor Trade in Odisha's Ganjam | NandighoshaTV

2 Просмотры
Описание

ଗଂଜାମରେ ମାତିଛନ୍ତି ନିଶା ମାଫିଆ । ଗତକାଲି ନନ୍ଦିଘୋଷ ଟିଭିରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସାରଣ ପରେ ଆଜି ନକଲି ମଦର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଶହଶହ ମହିଳା । ଚୋରା ମଦକୁ ବନ୍ଦ କରିବା ଦାବିରେ ଫାଣ୍ଡି ଘେରାଓ କରିବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ । ଗତମାସ ୩ ତାରିଖରେ ଚୋରା ମଦ କାରବାରକୁ ନେଇ ଖଲ୍ଲିକୋଟର ଜଣେ ବ୍ୟକ୍ତି ସଂଘବଦ୍ଧ ଆକ୍ରମଣରେ ପ୍ରାଣ ହରାଇଥିଲେ । ତେବେ ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ପଥରା ଗାଁର ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Women Protest To Ban Illegal Liquor Trade in Odisha's Ganjam
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.

Visit Our Website:
Watch Live:
YouTube:
Facebook:
Twitter:
Instagram:
#COVID19 #Coronavirus #NandighoshaTV #Odisha

Написать комментарий